ଓଷ୍ଟା ସଭାପତିଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ବେତନଟୀ ବ୍ଲକ ଅଧୀନ ସନ୍ତରା ସ୍ଥିତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଚ୍ୟୁତ କୁମାର ମହାପାତ୍ରଙ୍କର ଚାକିରୀ ଜୀବନର ଶେଷ ଦିନରେ ମଙ୍ଗଳବାର ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l

ଆଜିର ଏହି ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପର୍ବରେ ସ୍କୁଲର ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ସମେତ ବର୍ତମାନର ଛାତ୍ରଛାତ୍ରୀ ପ୍ରମୁଖ ଏକ ସୁଖମୟ ଅବସରଜୀବନର କାମନା କରିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes