ଓଡିଶା ଦେଇ ଯାଉଥିବା ଛଅଟି ଟ୍ରେନ ବାତିଲ

ଅଗ୍ନିପଥ ଯୋଜନା ବିରୋଧରେ ହେଉଥିବା ହିଂସାକୁ ଦୃଷ୍ଟିରେ ରଖି ଓଡିଶା ଦେଇ ଯାଉଥିବା ଛଅଟି ଟ୍ରେନକୁ ରେଳବାଇ ପକ୍ଷରୁ ବାତିଲ କରାଯାଇଛି l
ସେଗୁଡିକ ହେଲା 18 ତାରିଖର ଯଶବନ୍ତପୁରରୁ ଯଶବନ୍ତପୁର -ଭାଗଲପୁର ଏକ୍ସପ୍ରେସ, ପୁରୀରୁ ପୁରୀ -ପାଟନା ଏକ୍ସପ୍ରେସ, 19 ତାରିଖର ପାଟନାରୁ ପାଟନା -ପୁରୀ ଏକ୍ସପ୍ରେସ, 20 ତାରିଖର ପୁରୀରୁ ପୁରୀ -ଆଜମେର ଏକ୍ସପ୍ରେସ, 23 ତାରିଖର ଆଜମେରରୁ ଆଜମେର -ପୁରୀ ଏକ୍ସପ୍ରେସ ଏବଂ 20 ତାରିଖର ଏର୍ଣ୍ଣାକୁଲମରୁ ଏର୍ଣ୍ଣାକୁଲମ -ପାଟନା ଏକ୍ସପ୍ରେସ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes