ଓଡ଼ଗାଁ ଥାନା ଘେରିଲେ ବିଜେପି କର୍ମୀ

ସରପଞ୍ଚଙ୍କ ସ୍ବାମୀ ନାଁରେ ଦୁଷ୍କର୍ମ ଅଭିଯୋଗ ମାମଲାରେ ଗିରଫ ଦାବିରେ ଥାନା ଘେରିଲେ ବିଜେପି କର୍ମୀ।

ଥାନା ଭିତରକୁ ଧସେଇ ପଶିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes