ଆଜି ମୁକ୍ତିଲାଭ କରୁଛି ଯଥା ରାବଣସ୍ୟ ମନ୍ଦୋଦରୀ

ଆଜି ସନ୍ଧ୍ୟାରେ ତରଙ୍ଗ ଟିଭିରେ ମୁକ୍ତିଲାଭ କରୁଛି ଓଡ଼ିଆ ସିନେମା ଯଥା ରାବଣସ୍ୟ ମନ୍ଦୋଦରୀ l ଏହାର ଲିଡରେ ଅଛନ୍ତି ଦୀପକ ଓ ଲିପିକା l

ଅନ୍ୟ ବରିଷ୍ଠ ଅଭିନେତା, ଅଭିନେତ୍ରୀ ବି ଅଛନ୍ତି l ଏହାର ନିର୍ଦ୍ଦେଶନା ଦେଇଛନ୍ତି ପିନୁ ନାୟକ l ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜତ ମଜୁମଦାର l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes