ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ, ଆଉ ୨ ଗୁରୁତର

୩ ଜଣ ଷୋହଳ ପ୍ରହରୀ ଦେଖି ବାଇକ୍‌ରେ ଫେରିବା ବେଳେ ବଲାଙ୍ଗିର ଜିଲ୍ଲା ଧୁମଭଟା ଦେଓଗାଁ ନିକଟରେ ଦୁର୍ଘଟଣା ଘଟିଛି।

ଗୁରୁତରଙ୍କୁ ବୁର୍ଲା ଓ ବଲାଙ୍ଗିର ଭୀମଭୋଇ ମେଡିକାଲ ସ୍ଥାନାନ୍ତର କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes