ଖରସ୍ରୋତାକୁ ଡେଇଁଥିବା ମହିଳାଙ୍କ ମୃତଦେହ ଉଦ୍ଧାର

ଯାଜପୁର ଏନ୍ଏଚ-୧୬ ସାହାପୁର ବ୍ରିଜ ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି।

ଭାସମାନ ଅବସ୍ଥାରେ ଦେଖି ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ। ଗତକାଲି ସାହାପୁର ବ୍ରିଜ ନିକଟରୁ ଖରସ୍ରୋତାକୁ ଡେଇଁ ପଡ଼ିଥିଲେ ମହିଳା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes