ଅକ୍ଷୟ ତୃତୀୟା ଉପଲକ୍ଷେ ଦହି ଓ ସରବତ ବଣ୍ଟନ

ଆଜି ରବିବାର ଅକ୍ଷୟ ତୃତୀୟା ଉପଲକ୍ଷେ ଅତାବିରା NH6 ରାସ୍ତାର ଦୁଇ ପାର୍ଶ୍ଵରେ କଂସାରି ଗୋଷ୍ଠୀ ତରଫରୁ ଦହି ସରବତ ଓ ଲେମ୍ବୁ ସରବତ ଲୋକଙ୍କୁ ବଣ୍ଟନ କରୁଥିବାର ଦେଖିବାକୁ ମିଳିଛି।

ଏହା ସକାଳ ୮ ଟାରୁ ଦିନ ୧ଟା ପର୍ଯ୍ୟନ୍ତ ବଣ୍ଟାଯିବା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes