ବନ୍ଧୁଗାଁରେ ୨୪ ଘଣ୍ଟାରେ ୨୬ ମିମି ବର୍ଷା May 12, 2022 by Odisha ଗତ 24 ଘଣ୍ଟା ମଧ୍ୟରେ କୋରାପୁଟ ଜିଲ୍ଲାର ବନ୍ଧୁଗାଁରେ 26 ମିଲିମିଟର ବର୍ଷା ରେକର୍ଡ ହୋଇଛି l