କମିଶନରେଟ ପୁଲିସରେ ଅଦଳବଦଳ, ବଦଳିଲେ ୭ ଆଇଆଇସି

ଆଜି କମିଶନରେଟ ଦ୍ଵାରା ବ୍ୟାପକ ଅଦଳବଦଳ ହୋଇଥିବା ବେଳେ ସାତ ଜଣ ଇନ୍ସପେକ୍ଟରଙ୍କ ଅଦଳବଦଳ କରାଯାଇଥିବା ସୁଚନା ମିଳିଛି।

ଜଣେ ଏସିପି, ୩୦ ଏଏସଆଇ ଓ ଚାରି ଜଣ ବଦଳି ହୋଇଥିବା ସୂଚନା ମିଳିଛି।

Leave a Comment