କମିଶନରେଟ ପୁଲିସରେ ଅଦଳବଦଳ, ବଦଳିଲେ ୭ ଆଇଆଇସି

ଆଜି କମିଶନରେଟ ଦ୍ଵାରା ବ୍ୟାପକ ଅଦଳବଦଳ ହୋଇଥିବା ବେଳେ ସାତ ଜଣ ଇନ୍ସପେକ୍ଟରଙ୍କ ଅଦଳବଦଳ କରାଯାଇଥିବା ସୁଚନା ମିଳିଛି।

ଜଣେ ଏସିପି, ୩୦ ଏଏସଆଇ ଓ ଚାରି ଜଣ ବଦଳି ହୋଇଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version