ଦିନ ଦ୍ୱିପ୍ରହରରେ ରାସ୍ତା ଉପରେ ଦୁର୍ବୃତ୍ତଙ୍କ ଗୁଳିମାଡ଼

ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା କିରିଙ୍ଗସିରା ଛକରେ ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି।

ଗୁଳିମାଡ଼ରେ ପିକଅପ୍ ଡ୍ରାଇଭର ଗୁରୁତର ହୋଇଛନ୍ତି। ମେଡିକାଲରେ ଭର୍ତ୍ତି କରାଯାଇଛି। ପିକ୍ଅପ୍‌ ଡ୍ରାଇଭରଙ୍କ ବେକରେ ବାଜିଛି ଗୁଳି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି।

ରାଉରକେଲା ଝାଡ଼ାବାନ୍ତିରେ ମୃତ୍ୟୁ ପଛରେ କଲେରା ଜୀବାଣୁ

କଲେରା ଜୀବାଣୁ ଚିହ୍ନଟ ହୋଇଥିବା କହିଲେ ଆର୍‌ଜିଏଚ୍‌ ଅଧୀକ୍ଷକ।ରାଉରକେଲାରେ ଝାଡ଼ାବାନ୍ତିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଶହରୁ ଅଧିକ ଆକ୍ରାନ୍ତ ଅଛନ୍ତି ଏବଂ ଶତାଧିକ ଏବେ ବି ଚିକିତ୍ସାଧୀନ ଅଛନ୍ତି।

ଦେବଗଡ଼ ମୁଖ୍ୟ ମାର୍କେଟରୁ ଅପହୃତ ଶିଶୁ କନ୍ୟା ଉଦ୍ଧାର

ସୁନ୍ଦରଗଡ଼ ବଡ଼ଗାଁ ରାସ୍ତାକଡ଼ରୁ ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର କରାଯାଇଛି। ଭିଡିଓ କଲ୍‌ରେ ପରିବାର ସହ ଯୋଗାଯୋଗ କଲେ ସ୍ଥାନୀୟ ଲୋକ।

ଝିଅକୁ ମୋବାଇଲ୍ ନମ୍ବର ମାଗି ପରିବାର ସହ ସ୍ଥାନୀୟ ଲୋକ ଯୋଗାଯୋଗ କରିଛନ୍ତି। ଶିଶୁକନ୍ୟାକୁ ଆଣିବାକୁ ସୁନ୍ଦରଗଡ଼ ଗଲେ ପରିବାର ଲୋକେ। କାଲି ଆଈ ସହ ଟ୍ୟୁସନରୁ ଫେରିବା ବେଳେ ଉଠାଇ ନେଇଥିଲେ ଦୁର୍ବୃତ୍ତ।

ଆମରୁଢ଼ି ଗାଁରେ ଡବଲ୍ ମର୍ଡର

ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ଆମରୁଢ଼ି ଗାଁ ନାଳ ନିକଟରୁ ୨ ଜଣ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି।

୨ ଜଣଙ୍କୁ ମାରି ପୁଲିସ ନିକଟରେ ଦୁର୍ବୃତ୍ତ ଆତ୍ମସମର୍ପଣ କରିଛନ୍ତି। ଶନିବାର ଘଟିଛି ହତ୍ୟାକାଣ୍ଡ। ଦୁର୍ବୃତ୍ତ ମୃତଦେହ ଲୁଚାଇ ରଖିଥିଲା।

ଅଟୋକୁ ଧକ୍କା ଦେଲା ହାଇୱା, ୫ ମୃତ

ସୁନ୍ଦରଗଡ଼ ସଦର ଥାନା ତେଲେନଡିହିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

୨ ଗୁରୁତରଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଅଟୋକୁ ଧକ୍କା ଦେଲା ହାଇୱା, ୫ ମୃତ

ସୁନ୍ଦରଗଡ଼ ସଦର ଥାନା ତେଲେନଡିହିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

୨ ଗୁରୁତରଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଝାଡ଼ାବାନ୍ତିରେ ଆଉ ଜଣେ ବୃଦ୍ଧଙ୍କ ମୃତ୍ୟୁ

ରାଉରକେଲା ସହରରେ ଝାଡ଼ାବାନ୍ତିରେ ୩ ଦିନରେ ମୃତ୍ୟୁସଂଖ୍ୟା ୫ରେ ପହଞ୍ଚିଛି।

ବର୍ତ୍ତମାନ ୧୧୬ ଜଣ ଆକ୍ରାନ୍ତ ଆରଜିଏଚ୍‌ରେ ଭର୍ତ୍ତି ଅଛନ୍ତି।

ଝାଡ଼ାବାନ୍ତିରେ ଆଉ ଜଣେ ବୃଦ୍ଧଙ୍କ ମୃତ୍ୟୁ

ରାଉରକେଲା ସହରରେ ଝାଡ଼ାବାନ୍ତିରେ ୩ ଦିନରେ ମୃତ୍ୟୁସଂଖ୍ୟା ୫ରେ ପହଞ୍ଚିଛି।

ବର୍ତ୍ତମାନ ୧୧୬ ଜଣ ଆକ୍ରାନ୍ତ ଆରଜିଏଚ୍‌ରେ ଭର୍ତ୍ତି ଅଛନ୍ତି।

ରାଉରକେଲା ସହରରେ ବ୍ୟାପୁଛି ଝାଡ଼ାବାନ୍ତି

୨ ଦିନରେ ୩ ମହିଳା ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବା ରାଉରକେଲା ସରକାରୀ ହସ୍ପିଟାଲ ଅଧୀକ୍ଷକ ସୂଚନା ଦେଇଛନ୍ତି।

କାଲି ୨ ଓ ଆଜି ୨ ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ବର୍ତ୍ତମାନ ୧୦୨ ଜଣ ଆକ୍ରାନ୍ତ ଆରଜିଏଚ୍‌ରେ ଭର୍ତ୍ତି କରାଯାଇଛି।

CISF ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା CISF ବାରାକ ପରିସର ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି।

ମୃତଦେହ ଜବତ କରି ପ୍ଲାଣ୍ଟସାଇଟ୍‌ ଥାନା ପୁଲିସ ତଦନ୍ତ କରୁଛି। ମୃତ ଯବାନ ସାହିଲ କୁମାର। କନଷ୍ଟେବଳ ରାଙ୍କର ସୂଚନା ମିଳିଛି।

Nuakhai wishes