ଓଲଟିଲା ଅଟୋ; ଗୋଟିଏ ପରିବାରର ୧୦ ଆହତ
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଘୋଡ଼ାବାନ୍ଧୁଣୀ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।
୧୦ ଆହତଙ୍କ ମଧ୍ୟରୁ ୨ ଗୁରୁତର ଅଛନ୍ତି ସମସ୍ତଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି।
Credible Local News of Odisha
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଘୋଡ଼ାବାନ୍ଧୁଣୀ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।
୧୦ ଆହତଙ୍କ ମଧ୍ୟରୁ ୨ ଗୁରୁତର ଅଛନ୍ତି ସମସ୍ତଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି।
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶାନ୍ତି ଓ ସମନ୍ବୟ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି।
ବିଧି ଅନୁସାରେ ଅନ୍ୟାନ୍ୟ ପୂଜାର୍ଚ୍ଚନା କରିବାକୁ ନିଷ୍ପତ୍ତି ହୋଇଛି।
ସମ୍ବଲପୁର ସଦର ଥାନା କୁଲତା ନୂଆପଲ୍ଲିରେ ଏହି ଘଟଣା ଘଟିଛି।
ମୃତକ ଅଇଁଠାପାଲି ଥାନା ବହିଦାର ନୂଆପାଲିର ବୋଲି ସୂଚନା ମିଳିଛି। ମୃତ୍ୟୁର କାରଣ ଜଣାପଡ଼ିନି, ପୁଲିସ ତଦନ୍ତ ଜାରି ରଖିଛି।
ଆଜି ମା’ ସମଲେଶ୍ବରୀଙ୍କ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ସମ୍ବଲପୁରରୁ ବିଜେପି ଲୋକସଭା ପ୍ରାର୍ଥୀ ହୋଇଛନ୍ତି ଧର୍ମେନ୍ଦ୍ର।
ସମ୍ବଲପୁରରୁ ୧୦ ହଜାର ୮୦୦ ବୋତଲ କଫ୍ ସିରପ୍ ଜବତ ସହ ୨୬ ଜଣକୁ ଗିରଫ କରିଛି ଟାଉନ ଥାନା ପୁଲିସ।
କୋଲକାତାରୁ ଆଣି ଚାଲାଣ କରୁଥିଲେ କହିଲେ ସମ୍ବଲପୁର ଏସପି। ଗିରଫ ଅଭିଯୁକ୍ତ ସମ୍ବଲପୁର, ବରଗଡ଼, ସୋନପୁର ଅଞ୍ଚଳର ବୋଲି ସୂଚନା ମିଳିଛି।
ଗୁରୁଦ୍ବାରପଡ଼ା, ଗୌଡ଼ପଡ଼ା, ମାଛପଡ଼ା, କାଲୋପଡ଼ାରେ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
୨ ଦିନରେ ୪୦ରୁ ଉର୍ଦ୍ଧ୍ବ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ୫ ଜଣଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ବିଭିନ୍ନ ଅଞ୍ଚଳରୁ ପାଣି ନମୁନା ସଂଗ୍ରହ ହୋଇ ପରୀକ୍ଷା ପାଇଁ ପଠାଯାଇଛି।
ସ୍ତ୍ରୀ ପ୍ରେମିକକୁ ଗୁଳି କରି ହତ୍ୟା ଉଦ୍ୟମ ଘଟଣାରେ ବନ୍ଧୁକ ସହ ଅଭିଯୁକ୍ତକୁ ଗିରଫ କଲା ସମ୍ବଲପୁର ଚାରମାଳ ଥାନା ପୁଲିସ।
୭ ମାସ ପରେ ଫେରାର ଅଭିଯୁକ୍ତ ତେଲିଘଣା ଅଞ୍ଚଳରୁ ଗିରଫ ହୋଇଛି। ଗତବର୍ଷ ଅଗଷ୍ଟରେ ସ୍ତ୍ରୀ ପ୍ରେମିକକୁ ଗୁଳି କରି ହତ୍ୟା ଉଦ୍ୟମ କରିଥିଲା।
ସମ୍ବଲପୁର ରେଢ଼ାଖୋଲ ବେଲଡିହି ନିକଟରେ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ସହ ପ୍ରସନ୍ନଙ୍କ କାର୍ ମୁହାଁମୁହିଁ ଧକ୍କା ହୋଇଛି।
ପ୍ରସନ୍ନଙ୍କ ସହ ତାଙ୍କ ପିଏସଓ ମଧ୍ୟ ଗୁରୁତର ହୋଇଥିବା ବେଳେ ଡ୍ରାଇଭର ସାମାନ୍ୟ ଆହତ ଅଛନ୍ତି। ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ସମ୍ବଲପୁର ସ୍ଥାନାନ୍ତର କରାଯାଇଛି। ପ୍ରସନ୍ନ ଆଚାର୍ଯ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ଭୁବନେଶ୍ୱରରୁ ବରଗଡ଼ ଫେରିବା ବେଳେ ଦୁର୍ଘଟଣା ଘଟିଥିଲା।
ଡିନ୍ ଓ ଆକାଉଣ୍ଟ ଅଫିସରଙ୍କ ବଦଳି ସହ ବିଭିନ୍ନ ଦାବି ନେଇ ମେଡିକାଲ ଗେଟ୍ ସମ୍ମୁଖରେ ଛାତ୍ରଛାତ୍ରୀ ଆନ୍ଦୋଳନ କରୁଛନ୍ତି।
ଜୁନିୟର ଛାତ୍ର ଓ ପିଜି ଡାକ୍ତରୀ ଛାତ୍ରଛାତ୍ରୀଙ୍କ ମିଳିତ ଆନ୍ଦୋଳନ କରୁଛନ୍ତି।
ଏହାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଆଗକୁ ରାଜ୍ୟର ସବୁ ସହରରେ ମୋ ବସ୍ ସେବା ମିଳିବ।
କମ୍ ଖର୍ଚ୍ଚରେ ନିରାପଦ ଯାତ୍ରା ଯୋଗାଇବା ଲକ୍ଷ୍ୟ ରହିଛି କହିଛନ୍ତି ନବୀନ।