ବିଭିନ୍ନ ସାମଗ୍ରୀ ଯୋଗାଣକୁ ନେଇ ଟେଣ୍ତର ବିଜ୍ଞପ୍ତି
ନୂଆପଡା ଜିଲ୍ଲା ସିନାପାଲି ତହସିଲକୁ ଟେବୁଲ(ଦୁଇ ଡ୍ରୟର),ଷ୍ଟିଲ ଆଲମିରା,’ଏସ’ ଟାଇପର ଚୌକି ଯୋଗାଣ ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।
ଆଶାୟୀ ଅପ୍ରେଲ ୨୯ ଯାଏ ବିଡ ଆବେଦନ କରିପାରିବେ।
Credible Local News of Odisha
ନୂଆପଡା ଜିଲ୍ଲା ସିନାପାଲି ତହସିଲକୁ ଟେବୁଲ(ଦୁଇ ଡ୍ରୟର),ଷ୍ଟିଲ ଆଲମିରା,’ଏସ’ ଟାଇପର ଚୌକି ଯୋଗାଣ ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।
ଆଶାୟୀ ଅପ୍ରେଲ ୨୯ ଯାଏ ବିଡ ଆବେଦନ କରିପାରିବେ।
ନୂଆପଡା ଜିଲ୍ଲା ସିନାପାଲି ତହସିଲକୁ ନଅ ଗୋଟି ଷ୍ଟାବିଲାଇଜର ଯୋଗାଣକୁ ନେଇ ଟେଣ୍ଡର ବିଜ୍ଞପ୍ତି ପ୍ରକାଶ ପାଇଛି।
ଆଶାୟୀ ଅପ୍ରେଲ ୨୯ ଯାଏ ବିଡ ଆବେଦନ କରିପାରିବେ।
ଆଜି ନୂଆପଡାରେ ତାପମାତ୍ରା 41 ଡିଗ୍ରୀ ଥିବା ପାଣିପାଗ ବିଭାଗ କହିଛି l
ଆଜି ନୂଆପଡାରେ ତାପମାତ୍ରା 40 ଡିଗ୍ରୀ ରହିଛି l
ନୂଆପଡା ଜିଲ୍ଲା କୋମନା ବ୍ଲକ ନୂଆଗାଁର ଯୁବଚାଷୀ ତୁଳାରାମ ଭୋଇ ତାଙ୍କ ଜମିରେ ଧାନ ଚାଷ ସହ ଗୋଟେ ଅର୍ଥକରୀ ଫସଲପାଇଁ ମନ ବଳାଇଥିଲେ ଏବଂ ଖରାଦିନେ ତରଭୁଜ,ଭେଣ୍ଡି,ପୋଟଳ ଚାଷ କରି ଭଲ ଦି ପଇସା ରାଜଗର କରି ପାରୁଛନ୍ତି ।
ଏହା ତରଭୁଜ ଚାଷ ପରେ ସେହି ଜମିରେ କପା ଚାଷ କରିଥାନ୍ତି ତୁଳାରାମ
ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ହାତୀବନ୍ଧା ଗ୍ରାମ ନିକଟ ବିଜୁ ଏକ୍ସପ୍ରେସ ୱେରେ ଆଜି ଏକ ବାଇକକୁ ସାଇଡ ଦେବାକୁ ଯାଇ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହେବାରୁ 8 ଜଣଙ୍କ ମୃତ୍ୟୁ ହୋଇଛି l
ଆହତ ମାନେ କଳାହାଣ୍ଡି ଜିଲ୍ଲା ଚିଚିଆ ଗ୍ରାମର ବାସିନ୍ଦା l ସେମାନଙ୍କୁ ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l
ନୂଆପଡା ଜିଲ୍ଲା ବୋଡେ଼ନ ଅନ୍ତର୍ଗତ ନିମନା ଏବଂ ବୋଇରଗାଁରେ ପାଣି ଟିକିଏ ପାଇଁ ଗ୍ରାମବାସୀ ଏକ କିମି ଦୂରରେ ଥିବା ଏକ ଚାଷ ଜମିରେ ଏକ ଗାତ ଖୋଳି ପାଣି ସଂଗ୍ରହ କରୁଛନ୍ତି ।
ଉକ୍ତ ଜମିରେ ପାଣି ପାଇଁ ଲାଇନ ଲାଗିବାକୁ ମଧ୍ୟ ପଡୁଛି ।
୨୦୦୬ ମସିହାରୁ ନିମନା ଗ୍ରାମରେ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଆଜି ଯାଏ ନିର୍ମାଣ ଶେଷ ହୋଇନଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି ।ସେପଟେ ଜନ ସ୍ଵାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ରାସ୍ତା କାମ ପାଇଁ ପାଇପ କଟି ଯାଇଛି ତୁରନ୍ତ ଏହାର ସମାଧାନ କରାଯିବ ବୋଲି କହିଛନ୍ତି ।