ପ୍ରଧାନ ଶିକ୍ଷୟତ୍ରୀଙ୍କୁ ସ୍କୁଲରେ ତାଲା ପକାଇଲେ ଲୋକେ

ନବରଙ୍ଗପୁର ଜିଲ୍ଲା ଉମରକୋଟ ବୁର୍ଜା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଆଜି ଦେଖିବାକୁ ମିଳିଛି।

ବିଭିନ୍ନ ଅବ୍ୟବସ୍ଥା ପାଇଁ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଦାୟୀ କରି ସ୍କୁଲ ଭିତରେ ରଖି ତାଲା ପକାଇଛନ୍ତି ଗ୍ରାମବାସୀ।

Nuakhai wishes