ଘରୁ ଦମ୍ପତିଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର
କଟକ ଜିଲ୍ଲା ନରସିଂହପୁର ମାଣିଆବନ୍ଧ ଥାନା ମାଣିଆବନ୍ଧ ଗାଁରେ ଏହି ଘଟଣା ଘଟିଛି।
ପାରିବାରିକ କଳହରୁ ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।
Credible Local News of Odisha
କଟକ ଜିଲ୍ଲା ନରସିଂହପୁର ମାଣିଆବନ୍ଧ ଥାନା ମାଣିଆବନ୍ଧ ଗାଁରେ ଏହି ଘଟଣା ଘଟିଛି।
ପାରିବାରିକ କଳହରୁ ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।
କଟକ ଜାତମୁଣ୍ଡିଆ ବ୍ରିଜ ନିକଟ ମହାନଦୀରୁ ନାଗ ମୂର୍ତ୍ତି ସହ ବୃଷଭ ଉଦ୍ଧାର ହୋଇଛି।
ମାଛ ଧରିବା ବେଳେ ମତ୍ସ୍ୟଜୀବୀଙ୍କ ଜାଲରେ ଲାଗିଥିଲା ନାଗମୂର୍ତ୍ତି। ପାଣିରେ ବୁଡି ଖୋଜିବାରୁ ଗୋଟିଏ ପରେ ଗୋଟିଏ ମୂର୍ତ୍ତି ମିଳିଥିଲା। ଉଦ୍ଧାର ନାଗମୂର୍ତ୍ତିକୁ ନିକଟ ଶିବ ମନ୍ଦିରରେ ରଖାଯାଇଛି।

କଟକ ଜିଲ୍ଲା ଆଠଗଡ଼ ଖୁଣ୍ଟୁଣୀ ଥାନା ଗୋଲେଇ ଛକ ନିକଟରେ ବସ୍ ଦୁର୍ଘଟଣା ଘଟିଛି।
୪ ଆହତଙ୍କୁ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ୪୦ ଯାତ୍ରୀଙ୍କୁ ଧରି କଟକରୁ ନରସିଂହପୁର ଯାଉଥିଲା ବସ୍।
ହାଇକୋର୍ଟରେ ORHDC ଦୁର୍ନୀତି ମାମଲାରେ ମହମ୍ମଦ ମୋକିମ୍ଙ୍କ ଆବେଦନର ଶୁଣାଣି ଶେଷ ହୋଇଛି।
ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ। ମୋକିମ୍ଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର ରଖିଲେ କୋର୍ଟ।ଭୁବନେଶ୍ୱର ଭିଜିଲାନ୍ସ କୋର୍ଟର ରାୟକୁ ଚ୍ୟାଲେଞ୍ଜ କରିଛନ୍ତି ମୋକିମ୍। ସାଢ଼େ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇ ଥିଲେ ଭିଜିଲାନ୍ସ କୋର୍ଟ।

କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲାରେ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ।
ଅପରାଧିକ ମାମଲାର ସବିଶେଷ ତଥ୍ୟ ଦେଇ ନଥିବାରୁ ଅସିଦ୍ଧ କଲେ। ମୋକିମଙ୍କ ବିରୋଧରେ ଦେବାଶିଷ ସାମନ୍ତରାୟ ମାମଲା କରିଥିଲେ।
ଭଦ୍ରେଶ୍ବର ଥାନା ପରିସରରେ ଏଏସଆଇ ଆଲୋକ ଷଡ଼ଙ୍ଗୀଙ୍କୁ ଧରିଲା ଭିଜିଲାନ୍ସ।
ଏକ ମାମଲାରେ ଦଫା କୋହଳ କରିବାକୁ ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଏଏସଆଇ।
କଟକରେ ପହଞ୍ଚିବା ପରେ ପ୍ରଜାପତି ବ୍ରହ୍ମକୁମାରୀର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ପୁରୀ ଜିଲ୍ଲାପାଳ ବିଜୟ ଦାଶଙ୍କୁ କଟକ ମହାନଗର କମିଶନର ଭାବେ ବଦଳି କରିଛନ୍ତି ରାଜ୍ୟ ସରକାର।