ଭୁବନେଶ୍ୱରର କଳିଙ୍ଗ ହସ୍ପିଟାଲ ଆଜି ନୂଆ ମ୍ୟାନେଜମେଣ୍ଟ ଅଧୀନକୁ ଯାଇଥିବା ବେଳେ ଆସନ୍ତା ଦିନରେ ଏହା 400 ଶଯ୍ୟା ବିଶିଷ୍ଟ ହେବ ବୋଲି ଆଜି ଡାକ୍ତର ସୀତାକାନ୍ତ ଦାସ ଘୋଷଣା କରିଛନ୍ତି l
ହସ୍ପିଟାଲରେ ନୂତନ ସୁପର ସ୍ପେସିଆଲିଟି ସ୍ଥାପନ ହେବ ବୋଲି ନିର୍ଦ୍ଦେଶକ ରାଜୀବ ଶେଖର ସାହୁ ଓ ସିଇଓ ସନ୍ଦୀପ ସାହୁଙ୍କ ଉପସ୍ଥିତିରେ କହିଥିଲେ ଡାକ୍ତର ଦାସ l