ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ସାମନ୍ତରାପୁର ଗ୍ରାମରେ ଆଜି ସକାଳୁ ଝୁଲନ୍ତା ଅବସ୍ଥାରେ ଯୁବକ -ଯୁବତୀଙ୍କ ମୃତଦେହ ମିଳିବା ପରେ ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି l
ସାମନ୍ତରାପୁର ଗ୍ରାମ ପାଖ ଆମ୍ବତୋଟାରେ ଯୁବକଙ୍କ ମୃତଦେହ ଝୁଲୁଥିବା ବେଳେ ପ୍ରାୟ ଅଧ କିଲୋମିଟର ଦୂରରେ ଏକ ଗଛରେ ଯୁବତୀଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି l