ଏମକେସିଜି ନର୍ସଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାର

ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ କାର୍ଯ୍ୟରତ ନର୍ସ ଶିବାନୀ ଦାସଙ୍କୁ 2021 ମସିହା ପାଇଁ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାର ଦେବାକୁ ଭାରତୀୟ ନର୍ସିଙ୍ଗ ପରିଷଦ ପକ୍ଷରୁ ସୁପାରିସ କରାଯାଇଛି l

ବ୍ରହ୍ମପୁର ଲୋଚାପଡା ମେନ ରୋଡରେ ରହୁଥିବା ଶିବାନୀ ଯାଜପୁର ଟାଉନର କଣ୍ଟାବଣିଆରେ ଜନ୍ମିତ ଏବଂ 2007 ମସିହାରୁ ଏମକେସିଜିରେ କାର୍ଯ୍ୟରତ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes