ପୁରୁଣା ବଜାର ହଳଦୀଡ଼ିହି ସ୍ଥିତ ବି.ଏମ. ପବ୍ଲିକ ସ୍କୁଲର ବାର୍ଷିକ “ମାତୃଦିବସ” ମଦିନା ମଇଦାନ ଠାରେ ପାଳିତ ହୋଇଯାଇଛି ।
ଏହି ଉତ୍ସବରେ ସ୍କୁଲର ଅଧ୍ୟକ୍ଷ ବିଶ୍ୱ ରଂଜନ ରାୟ ଅଧ୍ୟକ୍ଷତା କରିଥିବାବେଳେ ମୂଖ୍ୟ ଅତିଥି ଭାବେ ଆସିଆନାର ମୂଖ୍ୟ ପରିଚାଳିକା ସୋଫିୟା ସେକ୍, ସମ୍ମାନିତ ଅତିଥି ଭାବେ ହାଜି ତବରେଜ୍ ଖାନ, ତିଳୋତମା ମାଝି ଯୋଗଦାନ କରି ମା’ର କର୍ତ୍ତବ୍ୟ କେମିତି ପାଳନ ହୁଏ ସେଥିନେଇ ଆଲୋକପାତ କରିଥିଲେ।