ଅବକାରୀ ଚଢ଼ାଉ : ୪ ଗିରଫ

ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଅବକାରୀ  ବିଭାଗ ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବେଆଇନ ମଦ କାରବାରରେ ଲିପ୍ତ ଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଗିରଫ ଅଭିଯୁକ୍ତମାନେ ହେଲେ ମୁଟୁରୁଦା ଗ୍ରାମର ଗଣେଶ୍ଵର ମହାନ୍ତି , ପୁରୁଣାପାଣି ର ମଞ୍ଜରୀ ସିଂ , ମହୁଲିଆ ଗ୍ରାମର ଶାନ୍ତିଲତା ଟୁଡୁ ଓ ରାଧାକୃଷ୍ଣ ପାତ୍ର । ସେମାନଙ୍କଠାରୁ ୨୯ ଲିଟର ମହୁଲିମଦ ଜବତ କରାଯାଇଥିବା ଜଣାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes