ସ୍ତ୍ରୀକୁ ପିଟିପିଟି ନିର୍ମମ ହତ୍ୟା କରି ପୋତିଦେଲା ସ୍ବାମୀ May 29, 2023 by Odisha ସୁନ୍ଦରଗଡ଼ ଜିଲ୍ଲା ବାବୁ ନୂଆଗାଁରେ ଏହି ଘଟଣା ଘଟିଛି। ଅଭିଯୁକ୍ତ ସ୍ବାମୀକୁ ବଣାଇ ଥାନାରେ ଅଟକ ରଖି ଜେରା କରୁଛି ପୁଲିସ।