ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ଉପାଧ୍ୟକ୍ଷା ବିନତି ବେହେରା ନିଖୋଜ ଘଟଣାରେ କନ୍ଧମାଳରୁ ବିନତିଙ୍କୁ ଉଦ୍ଧାର କରିଛି ପୁଲିସ।
ଏହା ସହ ସେଥିରେ ଥିବା ଜଣେ ଠିକାଦାରଙ୍କୁ ଅଟକ ରଖିଛି ପୁଲିସ। ଗତ ୪ରେ ବ୍ଲକ ଉପାଧ୍ୟକ୍ଷା ନିଖୋଜ ନେଇ ଟିକାୟତପାଲି ଥାନାରେ ଏତଲା ହୋଇଥିଲା ।
Credible Local News of Odisha