ବୌଦ୍ଧ ବିଜେପି ପକ୍ଷରୁ ଆଜି ଆବାସ ଯୋଜନାରେ ଅନିୟମିତତା ଯୋଗୁଁ ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତିଙ୍କ ନେତୃତ୍ବରେ ବ୍ଳକ କାର୍ଯ୍ୟାଳୟ ଘେରାଉ କରାଯାଇଛି।
କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି।
Credible Local News of Odisha