ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିବା ନିଷ୍ପତ୍ତି ବିଜେପିର ଓଡ଼ିଆଙ୍କର ନୁହେଁ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।
ବିଜେପି ଭଳି ଆମେ ବି ଆମ ଦଳର ପ୍ରାର୍ଥୀଙ୍କୁ ସମର୍ଥନ କରିବୁ। ବିଜେପି କେବଳ ବ୍ଲେମ୍ ଗେମ୍ କରି ଦ୍ୱନ୍ଦ୍ୱ ସୃଷ୍ଟି କରୁଛି, ଜନତା ସବୁ ଜାଣନ୍ତି।ବିଜେଡି-ବିଜେପିର କୌଣସି ରଣନୀତି କାମ ଦେବନି ବୋଲି ପିସିସି ସଭାପତି କହିଛନ୍ତି।