24 ଘଣ୍ଟାରେ ପୁରୁଷୋତ୍ତମପୁରରେ 66 ମିମି ବର୍ଷା July 4, 2022 by Odisha ଗତ 24 ଘଣ୍ଟା ମଧ୍ୟରେ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁରରେ 66 ମିଲିମିଟର ବର୍ଷା ହୋଇଛି l