205 ଗ୍ରାମ ବ୍ରାଉନସୁଗର ଜବତ, 3 ଗିରଫ

ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଗୋପାଳସାଗର ଓ ଚର୍ଚ୍ଚିକା ବଜାରରେ ପୁଲିସ ଚଢ଼ାଉ କରି 205 ଗ୍ରାମ ବ୍ରାଉନସୁଗର ସହ ତିନୋଟି ବାଇକ ଜବତ କରିଛି l
ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes