ୱାର୍ଲଡ ସ୍କିଲ ସେଣ୍ଟରରେ ଶୁଭାରମ୍ଭ ହେଲା ଇ-ଅଫିସ ପ୍ଲାଟଫର୍ମ

ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଆଜି ଇ -ଅଫିସ ପ୍ଲାଟଫର୍ମର ଶୁଭାରମ୍ଭ କରିଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା l
ଆଗାମୀ ଦିନରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ଆସୁଥିବା ରାଜ୍ୟର ସମସ୍ତ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ, ପଲିଟେକନିକ, ଆଇଟିଆଇ ଭଳି ଶିକ୍ଷାନୁଷ୍ଠାନରେ ମଧ୍ୟ ଇ-ଅଫିସ ପ୍ଲାଟଫର୍ମ ଲାଗୁ କରାଯିବ ବୋଲି ସେ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes