ୱାଟର ହାର୍ଭେଷ୍ଟିଙ୍ଗ ପ୍ରକଳ୍ପ କାର୍ଯ୍ୟର ତଦାରକ କଲେ ପୌରଧ୍ୟକ୍ଷା

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ୮ନଂ ୱାର୍ଡରେ ଚାଲିଥିବା ୱାଟର ହାର୍ଭେଷ୍ଟିଂ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଜି ପୌରଧ୍ୟକ୍ଷା ସଂଯୁକ୍ତା ବେହେରା ତଦାରକ କରିଛନ୍ତି ।

ଏହି ଅବସରରେ କାଉନସିଲର ଜୟଶ୍ରୀ ଅଗ୍ରୱାଲ,ଇଞ୍ଜିନିୟର ସମୀର ଠାକୁର ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes