୯ ଦଫା ଦାବି ନେଇ ଚାଷୀଙ୍କ ରାଜରାସ୍ତା ଅବରୋଧ

ବରଗଡ଼ ଜିଲ୍ଲା ସୋହେଲା ଠାରେ ଏନ୍ଏଚ୍ ୫୩ ଅବରୋଧ କରିଛି କୃଷକ ବିକାଶ ମଞ୍ଚ।

ମଣ୍ଡି ଖୋଲିବା, ଏମ୍ଏସ୍‌ପି ବୃଦ୍ଧି ଓ ପେନସନ୍ ସମେତ ୯ ଦଫା ଦାବି ନେଇ ଆନ୍ଦୋଳନ କରୁଛି ମଞ୍ଚ। ଏନ୍ଏଚ୍ ଅବରୋଧ ଯୋଗୁଁ ରାଜରାସ୍ତାରେ ବହୁ ଗାଡ଼ିମୋଟର ଅଟକି ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes