୮ ଲିଟର ରନ୍ଧା ଦେଶୀ ମଦ ଜବତ, ଜଣେ ଅଭିଯୁକୁ ଗିରଫ

ସୋନପୁର ଜିଲ୍ଲା କୁମ୍ଭାରମୁଣ୍ଡା ମାହେଶ୍ୱରୀ ଢାବାରୁ ୮ ଲିଟର ବିଦେଶୀ ମଦ ସହ ଜଣେ ଅଭିଯୁକ୍ତ ଗିରଫ କରିଛି ପୁଲିସ।

ଏ ନେଇ ତରଭା ଥାନାରେ ମାମଲା ରୁଜୁ ହୋଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes