୫ଟି ସ୍କୁଲ ପରିଦର୍ଶନ କଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ

ଆଜି ବରଗଡ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଭଟଳି ବ୍ଲକ ଗୌଡଗାଁରେ ନୂତନ ନିର୍ମିତ 5-ଟି ସ୍କୁଲ ପଂଚାୟତ ସରକାରୀ ଉଚ୍ଚବିଦ୍ୟାଳୟ ପରିଦର୍ଶନ କଲେ।

ଏହି ସମୟରେ ଭଟଲି ବିଡିଓ ଧିରେନ୍ଦ୍ର କୁମାର ସେଠୀ ଓ ସ୍କୁଲ ଶିକ୍ଷକମାନେ ଉପସ୍ଥିତ ଥିଲେ । ୫ଟି ସ୍କୁଲ ବିଭିନ୍ନ ନିର୍ମାଣ କାମ ତଦାରଖ କରିବା ସହ କାମ ତୁରନ୍ତ ଶେଶ କରିବ‍ା ନେଇ ନିର୍ଦ୍ଦେଶ ଦେଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes