ବସ୍ ଧକ୍କାରେ ସ୍କୁଟି ଆରୋହୀ ନାବାଳକ ମୃତ ଘଟଣାରେ ଅଟକ ଥିବା ବସ୍ର ଯାତ୍ରୀମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଛଡ଼ାଗଲା।
ସ୍ୱାସ୍ଥ୍ୟ ପରୀକ୍ଷା ପରେ ୪୦ ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳରେ ଛାଡ଼ିଲା ପ୍ରଶାସନ।କାଲି ଦୁର୍ଘଟଣା ପରେ ଯାତ୍ରୀଙ୍କୁ CRPF କ୍ୟାମ୍ପସରେ ରଖାଯାଇଥିଲା।
Credible Local News of Odisha