ସମ୍ବଲପୁର ଜିଲ୍ଲା ଯୁଯୁମରା କଂସର ଗାଁରେ ଢାବା ମାଲିକଙ୍କୁ ଦଳି ଦେଇଛି ଦନ୍ତା ହାତୀ।
ଢାବା ବାହାରେ ଶୋଇଥିବା ବେଳେ ଦନ୍ତା ଆକ୍ରମଣରେ ତାଙ୍କ ମୃତ୍ୟୁ ଘଟିଛି। ସେହିପରି ବଡ଼ମାଳ ବୁଢ଼ିଖମାର ଗାଁରେ ଆମ୍ବ ଗୋଟାଇବା ବେଳେ ଜଣେ ଦନ୍ତାର ଶିକାର ହୋଇଛନ୍ତି।
Credible Local News of Odisha