୨ ଛାତ୍ରଙ୍କ ଉପରେ ଛିଡ଼ି ପଡ଼ିଲା ଫ୍ୟାନ୍‌

କଟକ ଜିଲ୍ଲା ଆଠଗଡ଼ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ପରୀକ୍ଷା ଦେଲା ବେଳେ ଫ୍ୟାନ୍‌ ପଡ଼ିଲାଗଲା।

ଜଣେ ଛାତ୍ରଙ୍କ ବେକ ଓ ଅନ୍ୟ ଜଣଙ୍କ କାନ୍ଧରେ ଆଘାତ ଲାଗିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes