୨୫୯ଟି ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚି ଆଜି ୪୭୦୩ କୋଟି ୨୫ ଲକ୍ଷ ଟଙ୍କାର ୨୫୯ ଟି ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।

ସେହିପରି ଧରଣୀଧର ମେଡ଼ିକାଲ କଲେଜ୍ ଓ ଡାକ୍ତରଖାନାର ଉଦଘାଟନ କରିଥିଲେ। ସେହିପରି ସ୍ଥାନୀୟ ଧରଣୀ ଧର ସ୍ଵୟଂଶାସିତ ମହାବିଦ୍ୟାଳୟକୁ ଧରଣୀଧର ବିଶ୍ଵବିଦ୍ୟାଳୟ ଘୋଷଣା କରିଥିଲେ। ଏହି ଅବସରରେ କେନ୍ଦୁଝରର ସାଂସଦ, ସମସ୍ତ ବିଧାୟକ, ତଥା ଅନ୍ୟମାନେ ଉପସ୍ଥିତ ଥିଲେ। ହେଲିକପ୍ଟରରେ ଆସି କବିତା ଗ୍ରାମ ନିକଟ ମେଡ଼ିକାଲ କଲେଜ୍ ନିକଟରେ ଓହ୍ଲାଇ ମେଡ଼ିକାଲ ବୁଲି ଦେଖିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes