୨୦୨୪ ନିର୍ବାଚନ ଲଢ଼ିବେ ନାହିଁ କହିଲେ ବରିଷ୍ଠ ନେତା ନରସିଂହ ମିଶ୍ର।
ସାନପୁଅକୁ ବିଧାନସଭା ନିର୍ବାଚନ ଲଢ଼ାଇବାକୁ ଇଚ୍ଛାପ୍ରକାଶ କଲେ। ୫ଟି କର୍ମୀ ସମାବେଶରୁ କର୍ମୀମାନେ ସେମାନଙ୍କର ଇଚ୍ଛା ଜଣାଇଛନ୍ତି କହିଛନ୍ତି ନରସିଂହ।
Credible Local News of Odisha