ରାଜ୍ୟରେ ଆଜି 16 ସହରରେ ତାପମାତ୍ରା 40 ଡିଗ୍ରୀ ଉପରେ ଥିବା ବେଳେ ସୋନପୁରରେ ସର୍ବାଧିକ 44.2 ଡିଗ୍ରୀ ରହିଛି l
ପାରଳାଖେମୁଣ୍ଡିରେ 41, ଛତ୍ରପୁରରେ 40, ବୌଦ୍ଧରେ 42, ନୟାଗଡରେ 40.5, ମାଲକାନଗିରିରେ 40, ଟିଟିଲାଗଡ଼ରେ 41.5, ବଲାଙ୍ଗୀରରେ 42.8, ଭବାନୀପାଟଣାରେ 40.5, ତାଳଚେରରେ 41.8, ସୁନ୍ଦରଗଡ଼ରେ 41.5, ସମ୍ବଲପୁରରେ 40.8, ଝାରସୁଗୁଡାରେ 42.2, ବାରିପଦାରେ 42.5, ଅନୁଗୁଳରେ 41.7, ବାଲେଶ୍ୱରରେ 40 ଡିଗ୍ରୀ ରହିଛି l