୧୨ କୋଟି ଠକେଇ ମାମଲାରେ ମାଷ୍ଟରମାଇଣ୍ଡକୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଲା ଇଓଡବ୍ଲୁ

ଗ୍ରୋସରୀ ସାମଗ୍ରୀ ଦେବା ନାଁରେ ୧୨ କୋଟି ଠକେଇ ମାମଲାରେ ମାଷ୍ଟରମାଇଣ୍ଡକୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଲା ଇଓଡବ୍ଲୁ।

ଆଗ୍ରା ଜେଲ୍‌ରୁ ମାଷ୍ଟରମାଇଣ୍ଡ ପର୍ଶୁରାମ ରାଜନେତଭାଇକୁ ଆଣିଲା।ଆଗ୍ରାରୁ ଆଣି କଟକ ଓପିଆଇଡି କୋର୍ଟରେ ହାଜର କଲା ଇଓଡବ୍ଲୁ।ଓଡ଼ିଶାର ୮ ଜିଲ୍ଲା ସହ ରାଜ୍ୟ ବାହାରେ ମଧ୍ୟ ଠକେଇ କରିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes