ଜଣେ ବ୍ୟକ୍ତିଙ୍କ ବିରୋଧରେ ଥିବା ଏକ କେଶ ବନ୍ଦ କରାଇବାକୁ ସମ୍ବଲପୁର ଭିଜିଲାନ୍ସ ଡିଭିଜନର ଇନ୍ସପେକ୍ଟର ମାନସୀ ଜେନା ମୁକେଶ ସାହୁ ନାମକ ବ୍ୟକ୍ତିଙ୍କ ଜରିଆରେ 10 ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରା ପଡିଛନ୍ତି l
ମୁକେଶ ଓ ମାନସୀଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି l