କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଡଙ୍ଗାପାଣି ଗ୍ରାମ ନିକଟରେ ଏନଏଚ ୪୯ରେ ଦୃତ ଗତିରେ ସମ୍ବଲପୁରରୁ କେନ୍ଦୁଝର ଆଡ଼କୁ ଆସୁଥିବା ଏକ ଲାଇନ ଟ୍ରକ୍ ଚାପାରେ ଦଶରୁ ଉର୍ଦ୍ଧ୍ବ ଗୋରୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ କେତେକ ଗୁରୁତର ଅଛନ୍ତି।
ଗୋରୁଙ୍କୁ ଚଳାଇ ଚଳାଇ ରାସ୍ତାରେ ନିଆଯାଉଥିବା ବେଳେ ଏହି ଘଟଣା ଘଟିଛି।