ହୁଡ଼ିରୁ ଅଜଗର ସାପ ଉଦ୍ଧାର

କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନରାଇଡିହା ବିଟ ତାଳପଦା ଗାଁ ବେହେରା ସାହି ନିକଟରେ ଥିବା ଏକ ହୁଡ଼ି ନିକଟରୁ ଗୁରବାରଏକ ୧୦ଫୁଟ ଲମ୍ବର ଅଜଗର ସାପ କୁ ବନ ବିଭାଗ ଉଦ୍ଧାର କରିଛି l

ସୂଚନା ଯେ ଗୁରୁବାର ଗ୍ରାମର କିଛି ଲୋକ ଗାଁ ହୁଡ଼ିରେ ଅଜଗର ସାପକୁ ଦେଖିବାକୁ ପାଇ ବନ ବିଭାଗ କୁ ଖବର ଦେଇଥିଲେ। ଖବର ପାଇ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ସାପକୁ ଉଦ୍ଧାର କରି ବିରଳ ନଦୀରେ ଛାଡି ଦେଇଥିବା ରେଞ୍ଜର ଘାସିନାଥ ପାତ୍ର କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes