ହୀରାକୁଦରେ ୨୦ ପ୍ରଜାତିର ନୂଆ ପକ୍ଷୀ

ହୀରାକୁଦ ଡ୍ୟାମରେ ଚଳିତବର୍ଷର ପକ୍ଷୀ ଗଣନା ଶେଷ ହୋଇଥିବା ବେଳେ ଡ୍ୟାମ୍‌କୁ ଆସିଛନ୍ତି ୨୦ଟି ନୂଆ ପ୍ରଜାତିର ପକ୍ଷୀ।

ଏ ବର୍ଷ ହୀରାକୁଦକୁ ଆସିଛନ୍ତି ୩ ଲକ୍ଷ ୪୨ ହଜାର ୩୪୫ ପକ୍ଷୀ। ଗତବର୍ଷ ହୀରାକୁଦକୁ ଆସିଥିଲେ ୩ ଲକ୍ଷ ୧୬ ହଜାର ୬୭୬ ପକ୍ଷୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes