ହାତୀ ମୃତ୍ୟୁ ଘଟଣାରେ ରେଞ୍ଜର, ଫରେଷ୍ଟର ସମ୍ପୃକ୍ତ : ପିସିସିଏଫ

କଟକ ଜିଲ୍ଲାର ବଡମ୍ବା ରେଞ୍ଜରେ ତିନୋଟି ହାତୀଙ୍କ କଙ୍କାଳ ମିଳିବା ଘଟଣାରେ ତିନି ଜଣ ଟ୍ରାକର ଗିରଫ ହୋଇଥିବା ବେଳେ ଫେରାର ଥିବା ରେଞ୍ଜର ଓ ଫରେଷ୍ଟର ସମ୍ପୃକ୍ତ ଥିବା ଆଜି କହିଛନ୍ତି ପିସିସିଏଫ ଶଶୀ ପଲ l
ଉଭୟଙ୍କୁ ଗିରଫ କରାଯିବ ବୋଲି ସେ ସୂଚନା ଦେଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes