ହାତୀ ଆକ୍ରମଣରେ ଯୁବକ ମୃତ

କଟକ ଗୁରୁଡ଼ିଝାଟିଆ ଥାନା କାଣ୍ଡମୁଗୁରୀ ଗାଁରେ ଏହି ଘଟଣା ଘଟିଛି।

ଯାତ୍ରା ଦେଖି ଫେରୁଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଘଟଣାସ୍ଥଳରେ ଖୁଣ୍ଟୁଣୀ ପୁଲିସ ଓ ବନବିଭାଗ ପହଞ୍ଚି ତଦନ୍ତ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes