ହାତୀ ଆକ୍ରମଣରେ ବୃଦ୍ଧ ମୃତ

କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଅନ୍ତର୍ଗତ ବନ ବିହାରୀପୁର କାଜୁ ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ୬୫ ବର୍ଷ ବୃଦ୍ଧାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

ତାଙ୍କ ନାଁ ନିଧିଆ ନାୟକ ଓ ଘର୍ ସ୍ଥାନୀୟ କୁଲେଡେରା ଗ୍ରାମରେ ବୋଲି ଜଣାପଡ଼ିଛି। ସେ ତାଙ୍କ ହଜିଲା ଗାଈ ଖୋଜିବାକୁ ଯାଇ ଆଜି ସକାଳେ ଘରକୁ ଫେରୁଥିବା ବେଳେ ଏଭଳି ଘଟଣା ଘଟିଥିଲା। ଅନୁକମ୍ପା ମୂଳକ ସହାୟତା ବାବଦକୁ ୪୦ ହଜାର ଟଙ୍କା ଦିଆଯାଇଥିବା ଡେପୁଟି ରେଞ୍ଜର ରଞ୍ଜନ କୁମାର ପାଣି ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes