ହାତୀକୁ ମାରି ଦାନ୍ତ କାଟି ନେଇଛନ୍ତି

ଗଞ୍ଜାମ ଜିଲ୍ଲାର ଘୁମୁସର ରେଞ୍ଜ ଅନ୍ତର୍ଗତ କନ୍ଧନୂଆପଲ୍ଲୀରୁ ଗତକାଲି ଏକ ମୃତ ଦନ୍ତା ହାତୀ ଠାବ ହୋଇଥିବା ବେଳେ ହାତୀକୁ ମାରି ଗୋଟିଏ ଦାନ୍ତ କାଟି ନିଆଯାଇଥିବା ବନ ବିଭାଗ ଅଧିକାରୀ ଆଜି କହିଛନ୍ତି l
ହାତୀଟିର ବୟସ ପ୍ରାୟ 40 ବର୍ଷ ହେବ ଏବଂ ଚାରି ଦିନ ତଳୁ ତାର ମୃତ୍ୟୁ ହୋଇଛି l ହାତୀଟିର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes