ହରଭଙ୍ଗାରେ 24 ଘଣ୍ଟାରେ 56 ମିମି ବର୍ଷା June 23, 2022 by Rameswar mahakur ଗତ 24 ଘଣ୍ଟାରେ ବୌଦ୍ଧ ଜିଲ୍ଲାର ହରଭଙ୍ଗାରେ 56 ମିଲିମିଟର ବର୍ଷା ରେକର୍ଡ କରାଯାଇଛି l