ସ୍ୱାମୀଙ୍କୁ ମାଡ଼ ମାରି ସ୍ତ୍ରୀକୁ ଗଣଦୁଷ୍କର୍ମ ଅଭିଯୋଗ

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ମହିଳା ଜଣଙ୍କ ଢେଙ୍କାନାଳରେ ରହି ପାଠ ପଢୁଥିଲେ।

ଦଶହରା ଛୁଟିରେ ସ୍ୱାମୀ ସହ ବାଇକରେ ଘରକୁ ଫେରୁଥିବା ବେଳେ ବରୁଆଁ ନିକଟରେ ୫ ଜଣ ଗାଡ଼ି ଅଟକାଇ ସ୍ବାମୀଙ୍କୁ ପିଟିଥିଲେ। ସ୍ୱାମୀଙ୍କୁ ପିଟି ମହିଳା ଜଣଙ୍କୁ କାଜୁ ଜଙ୍ଗଲକୁ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏତଲା ପରେ ୨ ଜଣଙ୍କୁ ଅଟକ ରଖାଯାଇଥିବା କହିଲେ ଏସ୍‌ପି। ଆଉ ୩ ଜଣଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି କହିଲେ ଏସ୍‌ପି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes