ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ନେଇ ବିରୋଧୀ ଦଳ ନେତା ଏହି ପ୍ରତିକ୍ରୟା ରଖିଛନ୍ତି।
ଏହି ଆୱାର୍ଡ କେତେ ଟଙ୍କାରେ କିଣିଛନ୍ତି ଜଣାନାହିଁ, ଏହା ନୂଆ କଥା ନୁହେଁ। ଯେଉଁ ସଂସ୍ଥାକୁ କେହି ଜାଣି ନାହାଁନ୍ତି ସିଏ ଦେଉଛନ୍ତି ସେବା ସାଧକ ଆଓ୍ବାର୍ଡ ବୋଲି ଜୟନାରାୟଣ କହିଛନ୍ତି। ନିର୍ବାଚନ ଆସିଲେ ନବୀନ ବାବୁ ଏମିତି ଗୋଟେ ଗୋଟେ ଆୱାର୍ଡ କିଣନ୍ତି। ନବୀନ ବାବୁଙ୍କ ଡ୍ରାମା ଲୋକେ ବୁଝିସାରିଛନ୍ତି, କିଛି ପ୍ରଭାବ ପଡ଼ିବନି ବୋଲି ସେ କହିଛନ୍ତି।