ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ଉଦଘାଟିତ

ମୁଖ୍ୟ ବିଚାରପତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ମୂରଲୀଧର ସ୍ୱତନ୍ତ୍ର ପୋକ୍ସୋ ଅଦାଲତକୁ ଭାଚ୍ୟୁଆଲ ମୋଡରେ ଆଜି ୯.୩୦ରେ ଉଦଘାଟନ କରିଛନ୍ତି।

କେନ୍ଦୁଝର ଜିଲ୍ଲା ଦୌରାଜଜ ଚିତ୍ତ ରଂଜନ ମହାପାତ୍ର , ସ୍ଵତନ୍ତ୍ର ଜଜ୍ ପୋକସୋ ଅଦାଲତ କେନ୍ଦୁଝର, ଅନିଲ କୁମାର ଦତ୍ତ, ଜିଲ୍ଲା ଓକିଲ ସଂଘ କେନ୍ଦୁଝର, ସମ୍ପାଦକ ଆଲୋକ ମହନ୍ତ , ଜିଲ୍ଲା ଓକିଲ ସଂଘ କେନ୍ଦୁଝର ସଭାପତି ଅଶୋକ ଦାସ , ଅନ୍ୟାନ୍ୟ ବିଚାରପତି, ବାର ସଦସ୍ୟ ଗଣ ପ୍ରମୁଖ ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes